1. ଅକ୍ଷର ବୋଧ ପ୍ରଣାଳୀ ଦ୍ବାରା ଛାତ୍ରମାନଙ୍କର କେଉଁ ଉପକାର ସାଧିତ ହୁଏ ?

  • (A) ବାକ୍ୟମାନଙ୍କରେ କ୍ରମବଦ୍ଧ ଜ୍ଞାନ ହୁଏ
  • (B) ଉଚ୍ଚାରଣ ଶୁଦ୍ଧ ହୁଏ
  • (C) ବିବରଣ ଦୋଷ ହୁଏ ନାହିଁ
  • (D) ଉପୋରକ୍ତ ସମସ୍ତ



Ans: (B) ଉଚ୍ଚାରଣ ଶୁଦ୍ଧ ହୁଏ