~ଓଡ଼ିଶାର ଲୋକପ୍ରିୟ ବ୍ୟକ୍ତିତ୍ୱ ଏବଂ ସେମାନଙ୍କ ଉପାଧି
ତୁ-ଚାଲୁଥିଲୁ-ତୋ-ବାଟରେ.mp3
ନାମ | ଉପାଧି |
ଗୋପବନ୍ଧୁ ଦାସ | ଉତ୍କଳମଣୀ |
ମଧୂସୁଦନ ଦାସ | ଉତ୍କଳ ଗୌରବ |
ସାରଳା ଦାସ | ଆଦି କବି |
ଡଃ ହରେକୃଷ୍ଣ ମହତାବ | ଉତ୍କଳ କେଶରୀ |
ଉପେନ୍ଦ୍ର ଭଞ୍ଜ | କବି ସମ୍ରାଟ |
ରାଧାନାଥ ରାୟ | କବିବର |
ବଳଦେବ ରଥ | କବିସୂର୍ଯ୍ୟ |
ଫକିରମୋହନ ସେନାପତି | ବ୍ୟାସକବି |
ଗଙ୍ଗାଧର ମେହେର | ସ୍ୱଭାବକବି |
କୁନ୍ତଳା କୁମାରୀ ସାବତ | ଉତ୍କଳ ଭାରତୀ/ନାରୀ କବି |
ଗୌରୀଶଙ୍କର ରାୟ | କର୍ମବୀର |
ଚିନ୍ତାମଣି ମହାନ୍ତି | କବିଶେଖର |
କୃଷ୍ଣ ପ୍ରସାଦ ବାସୁ | କବି ମଞ୍ଜୁଳ |
କାଳୀଚରଣ ପଟ୍ଟନାୟକ | କବିଚନ୍ଦ୍ର |
ଲକ୍ଷ୍ମୀକାନ୍ତ ମହାପାତ୍ର | କାନ୍ତକବି |
ବୀରକିଶୋର ଦାସ | ଜାତୀୟ କଵି |
ମାୟାଧର ମାନସିଂହ | ପ୍ରେମିକ କବି |
ବୈଷ୍ଣବ ପାଣି | ଗଣକବି |
ନିମାଇ ଚରଣ ହରିଚନ୍ଦନ | ବାଣୀ କଣ୍ଠ |
ମଧୁସୂଦନ ରାଓ | ଭକ୍ତକବି |
ଯଦୁମଣି ମହାପାତ୍ର | ଉତ୍କଳ ଘଣ୍ଟ |
ପଦ୍ମଚରଣ ପଟ୍ଟନାୟକ | ଉତ୍କଳ ଭୀମ |
ଡଃ କୁଞ୍ଜବିହାରୀ ଦାସ | ଲୋକରତ୍ନ |
ଗୋପୀନାଥ ପାତ୍ର | କବିଭୂଷଣ |
ନନ୍ଦକିଶୋର ବଳ | ପଲ୍ଲୀକବି |
ଭୀକାରୀ ଵଳ | ଭଜନ ସମ୍ରାଟ |
ଗୋଦାବରୀଶ ମହାପାତ୍ର | ବ୍ୟଙ୍ଗ କବି |
ଅଭିମନ୍ୟୁ ସାମନ୍ତସିଂହାର | ବିଦଗ୍ଧ କବି |
ଶ୍ୟାମସୁନ୍ଦର ଦାସ | କିଶୋର କବି |
ଗୋପାଳ କୃଷ୍ଣ ପଟ୍ଟନାୟକ | କବି କଳାହଂସ |
1. କେଉଁଟି ”ବାର୍ଦ୍ଧକ୍ୟ’ ଶବ୍ଦର ପ୍ରକୃତି ପ୍ରତ୍ୟୟ ?
- A) ବାର୍ଦ୍ଧକ + ଯ
- B) ବର୍ଦ୍ଧକ + ଯ
- C) ବୃଦ୍ଧ + ଯ
- D) ବୃଦ୍ଧକ + ଯ
C) ବୃଦ୍ଧ + ଯ
2. ବାକ୍ୟ ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମ ଚିହ୍ନ ଦିଆଯାଏ ?
- A) ବିସ୍ମୟସୂଚକ
- B) ଉଦ୍ଧୃତ
- C) ବନ୍ଧନୀ
- D) ପୂର୍ଣ୍ଣଚ୍ଛେଦ
A) ବିସ୍ମୟସୂଚକ
3. ପରିଶ୍ରମର ଫଳ ‘ମଧୁର’ ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି ଚିହ୍ନାଅ :
- A) ହାତ ଅଳସେ ନିଶ ବଙ୍କା
- B) ପେଟପୋଷ ନାହିଁ ଦୋଷ
- C) ଯତ୍ନକଲେ ରତ୍ନ ମିଳେ
- D) ବସିବାଠାରୁ କାଶିବା ଭଲ
A) ଯତ୍ନକଲେ ରତ୍ନ ମିଳେ
4. କେଉଁଟି କୃଦନ୍ତ ପଦ ?
- A) ନବୀନ
- B) ସାମାଜିକ
- C) ଯାତୀୟ
- D) ଶାସକ
D) ଶାସକ = ଶାସ୍ + ଅକ
ଧାତୁର ଅନ୍ତରେ ‘କୃତ’ ପ୍ରତ୍ୟୟ ଲାଗି ଯେଉଁ ଶବ୍ଦ ଗଠିତ ହୁଏ ,ତାକୁ କୃଦନ୍ତ ଶବ୍ଦ କୁହାଯାଏ।
5. କେଉଁଟି ଶୁଦ୍ଧ ପଦ ?
- A) ଅବସୋଷ
- B) ଅବଶୋଷ
- C) ଅବଶୋସ
- D) ଅବସୋସ
D) ଅବସୋସ
6. କେଉଁଟି ‘ସମ୍ୟକ୍’ ଶବ୍ଦର ସମପର୍ଯ୍ଯାୟବାଚୀ ଶବ୍ଦ ନୁହେଁ ?
- A) ପ୍ରାଞ୍ଜଳ
- B) ସଂକ୍ଷିପ୍ତ
- C) ବିସ୍ତୃତ
- D) ବିଶଦ
B) ସଂକ୍ଷିପ୍ତ
7. “ସନ୍ଥ ବିନୋବାଙ୍କ ଜୀବନୀ ସମସ୍ତେ ପାଠ କରିବା ଉଚିତ ।” ଏଥିରେ ବିଶେଷଣ ପଦଟି କିଏ ?
- A) ସମସ୍ତେ
- B) ଜୀବନୀ
- C) ପାଠ
- D) ସନ୍ଥ
D) ସନ୍ଥ
8. ‘ପରି’ ଉପସର୍ଗଟି କେଉଁ ଅର୍ଥରେ ବ୍ୟବହୃତ ହୁଏ ?
- A) ନିକଟ
- B) ବ୍ୟତିକ୍ରମ
- C) ନିଷିଦ୍ଧ
- D) ବ୍ୟାପ୍ତି
D) ବ୍ୟାପ୍ତି
9. କେଉଁଟି ନୀଡର ପର୍ଯ୍ଯାୟବାଚୀ ଶବ୍ଦ ?
- A) କୁଲାୟ
- B) କୁଲ୍ୟା
- C) କୁଲାଳ
- D) କୁଳୀନ
A) କୁଲାୟ
10. କେଉଁଟି ‘ବିକର୍ତ୍ତନ’ ଶବ୍ଦର ସମପର୍ଯ୍ଯାୟବାଚୀ ଶବ୍ଦ ନୁହେଁ ?
- A) ବିଭାବସୁ
- B) ଶୀତଂଶୁ
- C) ଦିନବନ୍ଧୁ
- D) ଚଣ୍ଡାଂଶୁ
B) ଶୀତାଂଶୁ
11.‘ଉପ’ ଉପସର୍ଗଟି କେଉଁ ଅର୍ଥରେ ବ୍ୟବହୃତ ହୁଏ ?
- A) ସାଦୃଶ୍ୟ
- B) ଅଭାବ
- C) ପଶ୍ଚ୍ଯାତ୍
- D) ଆଧିକ୍ୟ
A) ସାଦୃଶ୍ୟ
12.କେଉଁଟି ବିଶେଷ୍ୟ ପଦ ?
- A) ମଧୁର
- B) ପ୍ରଥମ
- C) ଯୌବନ
- D) ସର୍ବଦା
C) ଯୌବନ
- A) ଆଶୀସ
- B) ଆଶିଷ
- C) ଆଶୀଷ
- D) ଆଶିଶ
B) ଆଶିଷ
- A) ନାକେଇବା
- B) ନାକଟେକିବା
- C) ନାକେଦମ୍ କରିବା
- D) ନାକ ଛିଞ୍ଚାଡିବା
D) ନାକ ଛିଞ୍ଚାଡିବା
- A) ଶବ୍ଦ
- B) ପ୍ରତ୍ୟୟ
- C) ଧାତୁ
- D) ଅବ୍ୟୟ
C) ଧାତୁ
- A) ମୋତେ ଆମିଷ ରୁଚେନାହିଁ ।
- B) ଲତା ରବୀନ୍ଦ୍ର ସଙ୍ଗୀତ ଗାଏ ।
- C) ପଵନ ଜୋରରେ ଵହୁଛି ।
- D) ମୋତେ ଖାଇବାକୁ ଦିଅ ।
C) ପବନ ଜୋରରେ ବହୁଛି ।
- A) ନିର୍ଣ୍ଣାୟକ
- B) ନିର୍ଦ୍ଦେଶାତ୍ମକ
- C) ପ୍ରଶ୍ନବାଚକ
- D) ଆତ୍ମବାଚକ
D) ଆତ୍ମବାଚକ
18. ‘ପାଟବତା’-ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ କେଉଁଟି ?
- A) ପାଟବ
- B) ପଟୁବତା
- C) ପଟୁ
- D) ପଟୁତା
D) ପଟୁତା
19. ଶତୃଘ୍ନ – ଏହାର ପ୍ରକୃତି ପ୍ରତ୍ୟୟ କେଉଁଟି ?
- A) ଶତୃ + ହନ୍
- B) ଶତୃ+ ଘ୍ନ
- C) ଶତ୍ରୁ + ହନ୍ + ଅ
- D) ଶତ୍ରୁ + ଘ୍ନ
C) ଶତ୍ରୁ + ହନ୍ + ଅ
ମନେରଖ
- ➤ ‘କ’ – ବର୍ଗ:- କଣ୍ଠ୍ୟ ବର୍ଗ।
- ➤ ‘ଚ’ – ବର୍ଗ:- ତାଲବ୍ୟ ବର୍ଗ।
- ➤ ‘ଟ’ – ବର୍ଗ:- ମୂର୍ଧଣ୍ୟ ବର୍ଗ।
- ➤ ‘ତ’ – ବର୍ଗ:- ଦନ୍ୟୁ ବର୍ଗ ।
- ➤ ‘ପ’ – ବର୍ଗ:- ଓଷ୍ଠ୍ଯ ବର୍ଗ ।
- ➤ ‘ଏ’ , ‘ଐ’ :- କଣ୍ଠତାଲବ୍ଯ ସ୍ଵର ବର୍ଣ୍ଣ କୁହାଯାଏ।
- ➤ ‘ଓ’ , ‘ଔ’:- କଣ୍ଠୌଷ୍ଠ୍ୟ ସ୍ୱର ବର୍ଣ୍ଣ କୁହାଯାଏ।
20.ଚିତା କାଟିବା – ଏ ରୂଢି କେଉଁ ଅର୍ଥରେ ବ୍ୟବହୃତ ହୁଏ ?
- A) ଆତ୍ମସାତ କରିବା
- B) ଠକିବା
- C) ଶତ୍ରୁ ହେବା
- D) ଲୁଚେଇବା
B) ଠକିବା
21.ଜିରାରୁ ଶିରା କାଢିବା – ଏହାର ଅର୍ଥ କ’ଣ ?
- A) ଟିକିନିକି ପରୀକ୍ଷା କରିବା
- B) ସମ୍ମୁଖୀନ ହେବା
- C) ସବୁବେଳେ ଦୋଷ ବାଛିବା
- D) ଖୁବ ଆପଣାର ହେବା
C) ସବୁବେଳେ ଦୋଷ ବାଛିବା
22.ମହାକାଳ ଫଳ କେଡେ ସୁନ୍ଦର………. କେଉଁ ଅଂଶଟି ଯୋଡ଼ିଲେ ଲୋକବାଣୀଟି ସାର୍ଥକ ହେବ ?
- A) ତାକୁ ଦେଖି ତୁମେ କର ଆଦର
- B) ଭିତର ଦେଖିଲେ ପୋଡା ଅଂଗାର
- C) ଭିତର ତା’ର କି ନାରଖାର
- D) ଆଉ କେଉଁ ଫଳ ସେଇ ପ୍ରକାର
B) ଭିତର ଦେଖିଲେ ପୋଡା ଅଂଗାର
23. ଏଭରେଷ୍ଟ ପୃଥିବୀର ଉଚ୍ଚତମ ଶୃଙ୍ଗ । ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?
- A) ଅବ୍ୟୟ ବିଶେଷଣ
- B) କ୍ରିୟା ବିଶେଷଶ
- C) ବିଧେୟ ବିଶେଷଣ
- D) ତୁଳନାତ୍ମକ ବିଶେଷଣ
D) ତୁଳନାତ୍ମକ ବିଶେଷଣ
24. ଓଡିଆ ସାହିତ୍ୟରେ ଆଧୁନିକ ଯୁଗର ପ୍ରବର୍ତ୍ତକ ବୋଲି କାହାକୁ କୁହାଯାଏ ?
- A) ଗଙ୍ଗାଧର
- B) ମଧୁସୂଦନ
- C) ରାଧାନାଥ
- D) ବଳଦେବ ରଥ
C) ରାଧାନାଥ
25. “ବାଜି” ପଦର ଅର୍ଥ କ’ଣ ?
- A) ହସ୍ତୀ
- B) ଘୋଢା
- C) ବାଘ
- D) ସିଂହ
B) ଘୋଡା
26. “ତ୍ରୀଦଶ” ଶବ୍ଦର ଗୋଟିଏ ପ୍ରତିଶବ୍ଦ …….
- A) ଅସୁର
- B) ତିରିଶ କୋଟି
- C) ଈଶ୍ୱର
- D) ଦେବତା
D) ଦେବତା
27. ‘ଅଇଘରାକୁ ବାଇଗଣ ଫିଙ୍ଗିବା’ – ରୂଢ଼ିଟିର ଅର୍ଥ କ’ଣ ?
- (A) ବାରମ୍ବାର କହିବା
- (B) ଅନୁମାନ କରି କହିବା
- (C) ଆଳ ବାହାର କରିବା
- (D) ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା
(D) ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା
28. ‘ଅକ୍ଷିର ପଶ୍ଚାତ୍’ ସମସ୍ତ ପଦଟି କ’ଣ ହେବ ?
- (A) ପ୍ରତିପକ୍ଷ
- (B) ବିପକ୍ଷ
- (C) ଅନ୍ୱକ୍ଷ
- (D) ପ୍ରତ୍ୟକ୍ଷ
(C) ଅନ୍ୱକ୍ଷ
29.ବିଜ୍ଞାନ ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
- (A) ବି + ଜ୍ଞାନ
- (B) ବିଜ୍ଞ + ଅନ
- (C) ବିଜ୍ଞା + ଅନ
- (D) ବି + ଜ୍ଞାନ୍ + ଅ
(B) ବିଜ୍ଞ + ଅନ
30.ମୟୂର ଶବ୍ଦର ପ୍ରକୃତି ପ୍ରତ୍ୟୟ କେଉଁଟି ହେବ ?
- (A) ମ + ୟୁର
- (B) ମୟ + ଊର
- (C) ମୀ + ଉର
- (D) ମୟ + ଉର
(C) ମୀ + ଉର
31. ‘ଷଷ୍ଠ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
- (A) ଷଷ୍ + ତ
- (B) ଷଷ୍ + ଥ
- (C) ଷଟ୍ + ତ
- (D) ଷଟ୍ + ଠ
Ans: (B) ଷଷ୍ + ଥ
32. ‘ନନ୍ଦନ’ ଶବ୍ଦର ପ୍ରକୃତି ପ୍ରତ୍ୟୟ କ’ଣ ?
- (A) ନନ୍ଦ୍+ଅନ
- (B) ନନ୍ଦ+ଅନ
- (C) ଷଟ୍ + ତ
- (D) ନନ୍ଦି+ଅନ
Ans: (D) ନନ୍ଦି+ଅନ
33.ତିତିକ୍ଷା ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ଚିହ୍ନଟ କର |
- A) ଅତିତିକ୍ଷା
- B) ପ୍ରେମ
- C) ଅତୀତିକ୍ଷା
- D) ନିଷ୍ଠୁର
Ans:D) ନିଷ୍ଠୁର
34. ମୟୂର ର ସମାର୍ଥବୋଧକ ଶବ୍ଦଟି କ’ଣ
- A) ଚପଳା
- B) କ୍ଷପା
- C) ଗାତ୍ର
- D) ବର୍ହୀ
Ans: D) ବର୍ହୀ
ସନ୍ଧି ବିଚ୍ଛେଦ
- ➤ ଏ + ଅ= ଅୟ
- ➤ ନେ + ଅନ = = ନୟନ
- ➤ ଐ + ଅ = ଆୟ
- ➤ ନୈ + ଅକ = ନାୟକ
- ➤ ଗୈ + ଅକ = ଗାୟକ
ଯିତିବା ପାଇଁ ରଖିଥା ବିଶ୍ୱାସ.mp3