Internal System of Human body

1.ହୃତପିଣ୍ଡକୁ ଲାଟିନ ଭାଷାରେ କ’ଣ କୁହାଯାଏ ?

  • A) Cardia
  • B) Cardiac
  • C) Cor
  • D) କୋୖଣସିଟି ନୁହେଁ



C) Cor       👉 ହୃତପିଣ୍ଡକୁ ଗ୍ରୀକ ଭାଷାରେ Cardia ଓ ଲାଟିନ ଭାଷାରେ Cor କୁହାଯାଏ।

2.ରକ୍ତକଣିକା କେଦେ ପ୍ରକାରର ?

  • A) ୩
  • B) ୫
  • C) ୪
  • D) ୨



A) ୩       👉 ରକ୍ତକଣିକା ତିନିପ୍ରକାର ।R.B.C,W.B.C,ଅଣୁଚକ୍ରିକା
ପୁରୁଷ ମାନଙ୍କର ଏକ ଘନ ମିଲି ଲିଟର ରକ୍ତରେ R.B.C ସଂଖ୍ୟା ପ୍ରାୟ ୫-୫.୫ ଲକ୍ଷ ଓ ସ୍ତ୍ରୀଲୋକଙ୍କ ପ୍ରାୟ ୪.୫ ଲକ୍ଷ ।

3.ପୁରୁଷଙ୍କ କ୍ଷେତ୍ରରେ ମୁତ୍ରାଶୟର ଲମ୍ବ କେତେ ସେ.ମି ?

  • A) ୧୮-୨୦
  • B) ୧୫-୧୮
  • C) ୨୦-୨୨
  • D) ୧୦-୧୨



A) ୧୮-୨୦ ସେ.ମି       👉 ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ମୁତ୍ରାଶୟର ଲମ୍ବ ୪ ସେ.ମି ହୋଇଥାଏ।

4.ପ୍ରଶ୍ୱାସ ବାୟୁରେ ଅମ୍ଳଜାନର ଅନୁପାତ କେତେ ?

  • A) ୦.୦୪%
  • B) ୧୫%
  • C) ୧୫.୯୬%
  • D) ୨୦.୯୬%



D) ୨୦.୯୬%       👉 ପ୍ରଶ୍ୱାସ ବାୟୂରେ ଅମ୍ଳଜାନର ଅନୁପାତ ୨୦.୯୬% ଓ ଅଙ୍ଗାରକାମ୍ଳ ୦.୦୪% ।
👉 ନିଃଶ୍ୱାସ ଵାୟୁରେ ଅମ୍ଳଜାନ ୧୫% ଓ ଅଙ୍ଗାରକାମ୍ଳ ୫% ।

5.ଶ୍ଯାସକ୍ରିୟାକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ?

  • A) ୧
  • B) ୩
  • C) ୨
  • D) ୪



B) ୩       1-Ventilation(ସଂବାତନ)
2-Gas exchange(ଗ୍ୟାସ ବିନିମୟ)
3-Gas transportation(ଗ୍ୟାସ ପରିବହନ)

6.ଶରୀରର ବୃହତ୍ତମ ଗ୍ରନ୍ଥିର ନାମ କ’ଣ ?

  • A) ବୃକକ
  • B) ଯକୃତ
  • C) ଅଗ୍ନାଶୟ
  • D) କୈାଣସିଟି ନୁହେଁ



B) ଯକୃତ(Liver)

7.ଖାଦ୍ୟନଳୀର ସଵୁଠାରୁ ଦୀର୍ଘଅଂଶର ନାମ _____?

  • A) ବୃହଦନ୍ତ୍ର
  • B) କ୍ଷୁଦ୍ରାନ୍ତ
  • C) ଗ୍ରସନୀ
  • D) ଅଗ୍ନାଶୟ



B) କ୍ଷୁଦ୍ରାନ୍ତ              

8.”Respiratory”ଶବ୍ଦ କେଉଁଥିରୁ ଆନୀତ ?

  • A) ଏକ୍ଟଡ୍ରମ
  • B) ମେସୋଡର୍ମ
  • C) ଏଣ୍ଡଡର୍ମ
  • D) କୌଣସିଟ



C) ଏଣ୍ଡଡର୍ମ              

9.Which disease affects the lungs(ଫୁସଫୁସ) ?

  • A) Allergy
  • B) Tetanus
  • C) Tuberculosis (ଯକ୍ଷ୍ମା)
  • D) Cancer



C) Tuberculosis              Tuberculosis is a disease of the lung which is caused by Mycobacterium.

10. ପୁରୁଷମାନଙ୍କ କ୍ଷେତ୍ରରେ ବୃକକର ଓଜନ କେତେ ଗ୍ରାମ?

  • A) ୧୫୫
  • B) ୧୫୦
  • C) ୧୩୫
  • D) ୧୭୫



B) ୧୫୦ ଗ୍ରାମ               ସ୍ତ୍ରୀମାନଙ୍କ କ୍ଷେତ୍ରରେ ୧୩୫ ଗ୍ରାମ ।

11. ହୃତପିଣ୍ଡର କେଉଁ ପ୍ରକୋଷ୍ଠର ସାମର୍ଥ୍ୟ ଅଧିକ ?

  • A) ବାମଅଳିନ୍ଦ
  • B) ଦକ୍ଷିଣଅଳିନ୍ଦ
  • C) ବାମନିଳୟ
  • D) ଦକ୍ଷିଣ ନିଳୟ



C) ବାମନିଳୟ              

12. ଯକୃତରୁ କେଉଁ ରସ ନିର୍ଗତ ହୋଇଥାଏ ?

  • A) ପେପସିନ୍
  • B) ରେନିନ୍
  • C) ଟାୟାଲିନ୍
  • D) ପିତ୍ତରସ



D) ପିତ୍ତରସ              

NOTE
The main steps of nutrition in humans are (5 Steps of digestive system) :
1) Ingestion :Taking food into the body
2) Digestion :Breaking down food
3) Absorption :Moving food into cell
4) Assimilation :Making food part of cell
5) Egestion :Removing unused food
Q. ଶ୍ବସନ ସଂସ୍ଥାନର କେଉଁ କ୍ରମଟି ଠିକ୍ ?
A) ନାସାପଥ → ଶ୍ଵାସନଳୀ → ଗ୍ରସନୀ → ଫୁସ୍‌ଫୁସ୍
B) ନାସାପଥ → ଗ୍ରସନୀ → ଶ୍ଵାସନଳୀ → ଫୁସ୍‌ଫୁସ୍
C) ନାସାପଥ → ଫୁସ୍‌ଫୁସ୍ → ଗ୍ରସନୀ → ଶ୍ଵାସନଳୀ
D) ଫୁସ୍‌ଫୁସ୍ → ନାସାପଥ → ଗ୍ରସନୀ → ଶ୍ଵାସନଳୀ
ଉ. B) ନାସାପଥ → ଗ୍ରସନୀ → ଶ୍ଵାସନଳୀ → ଫୁସ୍‌ଫୁସ୍

Leave a Reply