ପ୍ରାକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀ
• ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ୧୯୭୨ ମସିହାରେ ଆମ ଦେଶରେ ‘ବନ୍ୟପ୍ରାଣୀ ବର୍ଡ ଗଠନ କରାଯାଇଛି।
• ଦେଶରେ ୨୭ଟି ବ୍ୟାଘ୍ର ପ୍ରକଳ୍ପ ଯୋଯନା ରହିଛି।
• ଦେଶରେ ୧୪ଟି ରାଜ୍ୟରେ ବ୍ୟାଘ୍ର ପ୍ରକଳ୍ପ ଯୋଯନା କାର୍ଯକାରୀ ହେଉଛି।
ରାଜ୍ୟ | ସ୍ଥାନ |
1.ଆସାମ | ମାନସ |
2.ପଶ୍ଚିମବଂଗ | ସୁନ୍ଦରବନ |
3.ଝାରଖଣ୍ଡ | ପାଲାମୁ |
4.ମହାରାଷ୍ର | ମେଲଘାଟ |
5.ଓଡିଶା | ଶିମିଳିପାଳ |
6.କର୍ଣାଟକ | ବାନ୍ଦୀପୁର |
7.ଉତ୍ତରାଖଣ୍ଡ | କର୍ବେଟ ଜାତୀୟ ଉଦ୍ୟାନ |
ଅଭୟାରଣ୍ୟ | ରାଜ୍ୟ | ସ୍ଥାନ |
8.ଏକ ସିଙ୍ଗ ଥିବା ଗଣ୍ଡା | ଆସାମ | କାଜିରଂଗା ଜାତୀୟ ଉଦ୍ୟାନ |
9.ସିଂହ | ଗୁଜରାଟ | ଗୀର୍ ଜାତୀୟ ଉଦ୍ୟାନ |
10.ବିଭିନ୍ନ ପ୍ରକାର ପକ୍ଷୀ | ରାଜସ୍ଥାନ | ଭରତପୁର |
ଅଭୟାରଣ୍ୟ | ସ୍ଥାନ |
1.ବାଘ | ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ |
2.ହାତୀ | ଖୋର୍ଦ୍ଧା ଜିଲ୍ଲାର ଚନ୍ଦକା |
3.କୁମ୍ଭୀର ସଂରକ୍ଷଣ | ଅନୁଗୁଳ ଜିଲ୍ଲା, ଟିକରପଡାର ସାତକୋଶିଆ ଏବଂ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା |
4.ପକ୍ଷୀ ବିହାର | ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା, ଚିଲିକା ହ୍ରଦ |
ବାୟୁମଣ୍ଡଳ
ବାୟୁମଣ୍ଡଳ ଅନେକ ଗ୍ୟିସୀୟ ପଦାର୍ଥ ମିଶ୍ରଣରେ ଗଠିତ।
★ ବାୟୁମଣ୍ଡଳର ବିଭିନ୍ନ ସ୍ତର:
ତାପମାତ୍ରାକୁ ଭିତ୍ତିକରି ବାୟୁମଣ୍ଡଳକୁ ୫ଟି ସ୍ତରରେ ଭାଗ କରାଯାଇଛି।
୧. ଟ୍ରପସ୍ଫିଅର : ପୃଥିବୀ ପୃଷ୍ଠରୁ ଏହାର ଉଚ୍ଚତା ପ୍ରାୟ ୧୨ କି.ମି।
ମେରୁ ଅଞ୍ଚଳରେ ଏହାର ଉଚ୍ଚତା ୫ କି.ମି।
ବିଷୁବ ଅଞ୍ଚଳରେ ଏହାର ଉଚ୍ଚତା ୧୬ କି.ମି।
ବୃଷ୍ଟିପାତ, ତୁଷାରପାତ, କୁହୁଡି, କୁଆପଥର ବର୍ଷା ଏହି ସ୍ତରରେ ହୋଇଥାଏ।
୨. ଷ୍ଟାଟସ୍ଫିଅର : ଏହି ସ୍ତରଟି ୫୦ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି।ବିମାନ ଚଳାଚଳ ପାଇଁ ଉପଯୋଗୀ। ଏହି ସ୍ତରଟିର ନିମ୍ନଭାଗରେ ଥିବା ଓଜୋନ ଗ୍ୟାସ ଆମକୁ ସୂର୍ଯ୍ୟଙ୍କ କ୍ଷତିକାରକ ରଷ୍ମୀ ପ୍ରଭାବରୁ ରକ୍ଷା କରିଥାଏ।
୩. ମେସସ୍ଫିଅର :ଏହି ସ୍ତରଟି ୮୦ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ।
୪. ଥର୍ମସ୍ଫିଅର : ମେସସ୍ଫିଅର ଉପର ସ୍ତରକୁ ଥର୍ମସ୍ଫିଅର କୁହାଯାଏ। ଏହି ସ୍ତରଟିର ନିମ୍ନଭାଗରେ ଆୟନ କଣିକାଗୁଡିକ ଘନୀଭୂତ ହୋଇ ରହିଥିବାରୁ ଏହି ନିମ୍ନାଂଶକୁ ଆୟନସ୍ଫିଅର କୁହାଯାଏ।ଏହା ପ୍ରାୟ ୮୦-୪୦୦ କି.ମି ପର୍ଯ୍ୟନ୍ତ ବ୍ୟାପି ରହିଛି।ଏହା ଯୋଗୁଁ ଦୂର ସ୍ଥାନକୁ ବେତାର ତରଂଗ ପ୍ରସାରଣ ସମ୍ଭବ ହୁଏ।
୫. ଏକ୍ସୋସ୍ଫିଅର : ବାୟୁମଣ୍ଡଳର ବାହାର ସ୍ତରଟି ହେଉଛି ଏକ୍ସୋସ୍ଫିଅର।ହିଲିୟମ,ଉଦଜାନ ଆଦି ଗ୍ୟାସ ଏହି ସ୍ତରରେ ଥାଏ।
1. Asia
2. Africa
3. North America
4. South America
5. Antarctica
6. Europe
7. Australia.
• The continent with the largest number of countries ⮕ Africa.
The five major oceans in order to their size:
1. The Pacific Ocean (ପ୍ରଶାନ୍ତ ମହାସାଗର)
2. The Atlantic Ocean,
3. The Indian Ocean
4. The Southern Ocean
5.the Arctic Ocean
• The Pacific Ocean is the largest ocean and spread over one-third of the Earth.
Odisha extends from 17.49N latitude to 22.34N latitude and from 81.27E longitude to 87.29E longitude.
• Three Divisions of odisha-
1.Central ( cuttack)
2.Northern(Sambalpur)
3.Southern(Berhampur)
• Biosphere Reserve- Similipal
• Marine Sanctuary – Gahirmatha
• zoological Park- Nandankanan
• Highest Waterfall – Barehipani – 1309ft(399m)
• Largest River – Mahanadi
1.Odisha shares its border with ________Indian states.
- A) 2
- B) 3
- C) 4
- D) 5
Ans: C) 4
Odisha is an eastern coastal state that has it’s capital in Bhubaneshwar.Odisha is surrounded by 4 states: Andhra Pradesh from the south, Chhattisgarh from the west and Jharkhand and West Bengal from the north.
2.Tropic of Cancer passes through which city of Odisha?
- A) Cuttack
- B) Bhubaneswar
- C) Sambalpur
- D) None of these
Ans: D) None of these
3. Odisha comes under which coastal zone of India?
- A) Utkal Plain
- B) konkon Coast
- C) Coromandal Coast
- D) Malabar Coast
Ans: A) Utkal Plain
4. Which among the following is the highest peak of Odisha?
- A) Malaygiri
- B) Mahendragiri
- C) Deomali
- D) Chandragiri
Ans: C) Deomali
5. ଓଡ଼ିଶାରେ କେତୋଟି National Park ଅଛି ?
- (A) ୪ଟି
- (B) ୨ଟି
- (C) ୫ଟି
- (D) ୩ଟି
Ans: (B) ୨ଟି
୧ – Bhitarakanika National Park
୨ – Simlipal National Park
• ଶଂଖକ୍ଷେତ୍ର | • ପୁରୀ |
• ଚକ୍ରକ୍ଷେତ୍ର | • ଭୁବନେଶ୍ୱର |
• ଗଦାକ୍ଷେତ୍ର | • ଯାଜପୁର |
• ପଦ୍ମକ୍ଷେତ୍ର | • କୋଣାର୍କ |
RABI CROP | KHARIF CROP |
• Rabi crops are sown at the end of October. | • The crops that are sown in the rainy season are called Kharif crops. |
o The Arabic translation of Rabi is spring. | o It is also known as the summer or monsoon crop in India. |
o The crops that are sown in the winter season are called Rabi crops. | o Kharif crops are usually sown with the beginning of the first rains in July,the southwest monsoon season. |
o It is also known as the “winter crop” in Pakistan and India. | o Some of the important Kharif crops are maize, paddy, cotton, jowar Rice, Maize, Jowar, Millet, Ragi, Sorghum, Soybean, Groundnut, Cotton, etc. are all Kharif types of crops. |
o The Rabi means, when the crop is harvested. |
IMPORTANT
🪞 ପୃଥୀବୀର କଠିନ ଭୂତ୍ବକ୍ ବା ଶକ୍ତ ଉପରିଭାଗକୁ ‘ଅଶ୍ମମଣ୍ଡଳ’ କୁହାଯାଏ ।
🪞 ପୃଥିବୀର ସମସ୍ତ ଜଳରାଶିକୁ ‘ବାରିମଣ୍ଡଳ’ କୁହାଯାଏ ।
🪞 ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ ହୋଇଛି।
🪞 ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜୀବ ଓ ସେମାନଙ୍କଦ୍ୱାରା ଗଠିତ ପରିବେଶକୁ ‘ପରିସଂସ୍ଥା’ କୁହାଯାଏ ।
🪞 ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ ।
ଗତିଶୀଳ ବାୟୁକୁ ବାୟୁପ୍ରବାହ କୁହାଯାଏ । ସମତା ରକ୍ଷା କରିବା ବାୟୁର ଧର୍ମ । ଅର୍ଥାତ୍ ବାୟୁ ସର୍ବଦା ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୋଇଥାଏ । ପ୍ରବାହିତ ବାୟୁ ସମ୍ବନ୍ଧରେ ଆଲୋଚନା ବେଳେ ଏହାର ଦିଗ ଓ ବେଗକୁ ପ୍ରାଧାନ୍ୟ ଦିଆଯାଏ । ଉଇଣ୍ଡଭେନ୍ ଦ୍ବାରା ବାୟୁର ଦିଗ ଓ ଆନିମୋମିଟର ଦ୍ଵାରା ବାୟୁର ବେଗ ମପାଯାଏ । ବାୟୁ ପ୍ରବାହ ମୁଖ୍ୟତଃ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ । ଯଥା: ନିୟତ ବାୟୁ ପ୍ରବାହ, ସାମୟିକ ବାୟୁ ପ୍ରବାହ, ସ୍ଥାନୀୟ ବାୟୁ ପ୍ରବାହ ଓ ଆକସ୍ମିକ ବାୟୁ ପ୍ରବାହ ।
ନିୟତ ବାୟୁ ପ୍ରବାହ ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ନିୟମିତ ପ୍ରବାହିତ ବାୟୁକୁ ନିୟତ ବାୟୁ ପ୍ରବାହ କୁହାଯାଏ । ଏହି ବାୟୁ ପ୍ରବାହ ସ୍ଥାୟୀ ଅଟେ । ଆୟନ ବାୟୁ, ପଶ୍ଚିମା ବାୟୁ ଓ ମେରୁବାୟୁ ଏହି ଶ୍ରେଣୀର ବାୟୁ ପ୍ରବାହ। ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନ ବାୟୁ କୁହାଯାଏ । ପୃଥିବୀର ଆବର୍ତ୍ତନ ଯୋଗୁଁ ଏହା ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ପୂର୍ବ ଦିଗରୁ ପ୍ରବାହିତ ହୁଏ ।
ଏହି ବାୟୁ ପ୍ରବଳ ବେଗରେ ପ୍ରବାହିତ ହୋଇଥାଏ । ଗର୍ଜନଶୀଳ ଏହି ବାୟୁକୁ‘ଗର୍ଜନଶୀଳ ଚାଳିଶା’ କୁହାଯାଏ ।
ଉଭୟ ଗୋଲାର୍ଦ୍ଧରେ ମେରୁ ଦେଶୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ମେରୁବାୟୁ କୁହାଯାଏ । ଏହା ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଯଥାକ୍ରମେ ଉତ୍ତରପୂର୍ବ ଏବଂ ଦକ୍ଷିଣପୂର୍ବ ଦିଗରୁ ପ୍ରବାହିତ ହୁଏ । ଏହି ବାୟୁ ଅତ୍ୟନ୍ତ ଶୀତଳ ଓ ଶୁଷ୍କ |
ସାମୟିକ ବାୟୁ ପ୍ରବାହ: ଦିନ ବା ବର୍ଷର ସମୟ ଭିଭିରେ ପରସ୍ପର ବିପରୀତ ଦିଗରୁ ପ୍ରବାହିତ ବାୟୁକୁ ସାମୟିକ ବାୟୁ ପ୍ରବାହ କୁହାଯାଏ | ସମୁଦ୍ରବାୟୁ ଓ ସ୍ଥଳବାୟୁ ଏବଂ ମୌସୁମୀ ବାୟୁ ପ୍ରବାହ ଏହାର ଉଦାହରଣ ।
ସ୍ଥାନୀୟ ବାୟୁ ପ୍ରବାହ : ଅଞ୍ଚଳ ଭିଭିରେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ପ୍ରବାହିତ ବାୟୁକୁ ସ୍ଥାନୀୟ ବାୟୁ ପ୍ରବାହ କୁହାଯାଏ । ଲୁ, ଚିନୁକ୍, କାଳବୈଶାଖୀ ଆଦି ଏହି ଶ୍ରେଣୀୟ ବାୟୁ ପ୍ରବାହ ।
ଆମ ଓଡିଶାର ଉତ୍ତରଭାଗ, ପଶ୍ଚିମବଙ୍ଗ, ଆସାମ, ବାଙ୍ଗଲାଦେଶରେ ଗ୍ରୀଷ୍ମଦିନ ଅପରାହ୍ନରେ ଏକ ଅତି ଉଷ୍ମବାୟୁ ପ୍ରବାହିତ ହୁଏ । ଏହାର ପ୍ରଭାବରେ ଅପରାହ୍ନରେ ଘଡ଼ଘଡ଼ି ସହ ବୃଷ୍ଟିପାତ ହୁଏ । ଏହାକୁ କାଳବୈଶାଖୀ କୁହାଯାଏ । ଏହି ସମୟରେ ଗାଙ୍ଗେୟ ସମତଳ ଅଞ୍ଚଳ ତଥା ରାଜସ୍ଥାନରେ ଏକ ଅତି ଉଷ୍ମ ଓ ଶୁଷ୍କ ବାୟୁ ପ୍ରବାହ ହୋଇଥାଏ । ଏହା ‘ଲୁ’ନାମରେ ପରିଚିତ ।
ରକି ପର୍ବତମାଳାର ପୂର୍ବଢାଲୁ ଅଞ୍ଚଳରେ ଶୀତକାଳରେ ଏକ ଉଷ୍ମ ଓ ଶୁଷ୍କ ବାୟୁ ପ୍ରବାହିତ ହୁଏ । ଏହାକୁ ଚିନୁକ୍ କୁହାଯାଏ ।
ଆକସ୍ମିକ ବାୟୁ ପ୍ରବାହ : ବେଳେବେଳେ ବାୟୁଚାପରେ ଆକସ୍ମିକ ପରିବର୍ତ୍ତନ ଯୋଗୁଁ ବାୟୁ ପ୍ରବାହ ହୋଇଥାଏ । ଏହା ଆକସ୍ମିକ ବାୟୁ ପ୍ରବାହ । ବାତାବର୍ତ୍ତ ଓ ପ୍ରତୀପ ବାତାବର୍ତ୍ତ ଏହାର ଉଦାହରଣ ।।
କୌଣସି ସ୍ଥାନର ବାୟୁଚାପ ହଠାତ୍ ହ୍ରାସପାଇ କେନ୍ଦ୍ରୀଭୁତ ହେଲେ ସେଇ ସ୍ଥାନକୁ ଚତୁଃପାର୍ଶ୍ୱସ୍ଥ ଗୁରୁଚାପ ଅଞ୍ଚଳରୁ ବାୟୁ ତୀବ୍ର ବେଗରେ ପ୍ରବାହିତ ହୁଏ । କେନ୍ଦ୍ରସ୍ଥ ଲଘୁଚାପ ଅଞ୍ଚଳକୁ ପ୍ରବେଶ କରି ନପାରି ଏହା ଘୁରିଘୁରି ଉପରକୁ ଉଠିଯାଏ । ଏହାକୁ ବାତାବର୍ତ୍ତ କୁହାଯାଏ ।
पृथ्वी की आंतरिक संरचना
पृथ्वी का आंतरिक भाग 3 भाग से मिलकर बना है –
• क्रस्ट / भूपर्पटी
• मेण्टल
• क्रोड
• क्रस्ट (Crust): → ये ठोस परत पृथ्वी का सबसे बाहरी भाग होता है।
→ क्रस्ट की मोटाई महासागरों और महाद्वीपों मे अलग अलग होती है, महासागरों में कम और महाद्वीपों मे ज्यादा होती है।
→ क्रस्ट का निर्माण – सिलिका और एल्युमिनियम से हुआ है, इस लिए इस परत को सियाल (SiAl) कहा जाता है।
→ इस परत को लिथोस्फीयर (Lithosphere) भी कहा जाता है।
• मेन्टल :
→ क्रस्ट के निचले भाग को मेन्टल कहा जाता है।
→ पृथ्वी के आयतन का 83% तथा द्रव्यमान का 67% भाग यही होता है।
→ मेण्टल का निर्माण – सिलिका और मैग्नीशियम से हुआ है, इस लिए इस परत को सीमा (SiMa) कहा जाता है।
इस परत को पाइरोस्फीयर (Pyro sphere) भी कहा जाता है इस परत का घनत्व 2.90 से 4.75 तक है।
→ इसे ही व्हाइट ऑफ़ द अर्थ कहा जाता हैं।
• क्रोड : मेन्टल के निचले भाग को क्रोड कहा जाता है, ये भाग पृथ्वी के निचले मेण्टल से पृथ्वी के केंद्र तक है।
→ इसका निर्माण मुख्य रूप से निकिल और लोहे से हुआ है इस लिए इसे निफे (NiFe) परत कहते है।
→ इस परत को बैरीस्फीयर (Barysphere) भी कहा जाता है।