ଆରୋହ ଓ ଅବରୋହ ପଦ୍ଧତି

ଆରୋହ ଅବରୋହ
⮕ କେତେଗୁଡ଼ିଏ ବିଶେଷ ଓ ବାସ୍ତବ ଦୃଷ୍ଟାନ୍ତ ମାଧ୍ୟମରେ ଏକ ସାଧାରଣ ସତ୍ୟରେ ଉପନୀତ ହେବା ପଦ୍ଧତିକୁ ଆରୋହ ପଦ୍ଧତି କୁହାଯାଏ। ⮕ ଏଥିରେ ଏକ ସାଧାରଣ ସତ୍ୟ ବା ସିଦ୍ଧାନ୍ତକୁ ନେଇ ନିର୍ଦିଷ୍ଟ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ।
⮕ କେତେକ ଅନୁଭୂତିରୁ ବା ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ଯେଉଁ ସାଧାରଣ ନିୟମ ବା ସୂତ୍ର ସଂଗ୍ରହ କରାଯାଏ,ତାହା ହିଁ ଏହି ଆରୋହ ପଦ୍ଧତି ଦ୍ବାରା ସମ୍ଭବ ହୋଇଥାଏ।
⮕ କୌଣସି ନିୟମ ବା ସୂତ୍ର ପ୍ରସ୍ତୁତ ନିମିତ୍ତ ଏହି ପଦ୍ଧତି ର ପ୍ରୟୋଗ ଏକାନ୍ତ ଅପରିହାର୍ଯ୍ୟ।
⮕ ଏଥିରେ ବିଦ୍ୟାର୍ଥୀମାନଙ୍କୁ ଏକ ପୂର୍ବ ପ୍ରତିଷ୍ଠିତ ନିୟମ ବା ସୂତ୍ର ଦିଆଯାଇ ନିର୍ଦ୍ଦିଷ୍ଟ ସମସ୍ୟା ସମାଧାନ କରିବାକୁ କୁହାଯାଏ।

⮕ ଗଣିତରେ ଅବରୋହ ପଦ୍ଧତି ର ପ୍ରୟୋଗ ସର୍ବାଧିକ।
⮕ ନିର୍ଦିଷ୍ଟ ସତ୍ୟରୁ ସାଧାରଣ ସତ୍ୟ ଆଡକୁ
⮕ ମୂର୍ତ୍ତରୁ ଅମୂର୍ତ୍ତ
⮕ ସାଧାରଣ ସତ୍ୟରୁ ନିର୍ଦ୍ଧିଷ୍ଟ ସତ୍ୟ ଆଡକୁ
⮕ ଅମୂର୍ତ୍ତରୁ ମୂର୍ତ୍ତ ଆଡକୁ
⮕ ସିଦ୍ଧାନ୍ତରୁ ସମାଧାନ ପର୍ଯ୍ୟନ୍ତ ଅଗ୍ରସର ହୋଇଥାଏ।

1. କେଉଁ ପଦ୍ଧତିରେ ସୂତ୍ର ବା ନିୟମ ପ୍ରସ୍ତୁତ କରାଯାଏ ?



ଉ. ଆରୋହ

2. କେଉଁ ପଦ୍ଧତିରେ ସମସ୍ୟା ସମାଧାନରେ ସୂତ୍ରର ପ୍ରୟୋଗ ସିଧାସଳଖ କରାଯାଏ ?



ଉ. ଅବରୋହ

3. ଶିକ୍ଷାର୍ଥୀର ଆବିଷ୍କାର ମନୋଭାବ କେଉଁ ପଦ୍ଧତିରେ ବିକଶିତ ହୋଇଥାଏ ?



ଉ. ଆରୋହ

4. ପ୍ରାଥମିକ ସ୍ତରରେ ଜ୍ୟାମିତି ପଢାଇବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ ?



ଉ. ଆରୋହ ଓ ଅବରୋହ

Analytic Synthetic
Meaning:
ଏହି ପଦ୍ଧତିରେ ସମସ୍ୟାର ଅର୍ଥପୂର୍ଣ୍ଣ ଅଂଶ ମାନ ଚିହ୍ନଟ କରିବାପରେ ପୂର୍ବଜ୍ଞାନ ଓ ଧାରଣା ସଙ୍ଗେ ଅଂଶଗୁଡିକୁ ସମ୍ବନ୍ଧିତ କରି ସମାଧାନର ପନ୍ଥା ନିରୂପଣ କରାଯାଏ।
• Analysis means breaking up into components.
Meaning: କୌଶସି ସମସ୍ୟାକୁ ବିଷ୍ଳେଷଣ କରି ସାରିବାପରେ ତା’ର ଅର୍ଥପୂର୍ଣ୍ଣ ଅଂଶମାନଙ୍କୁ ଏକତ୍ରିତ କରି ସମସ୍ୟାର ଏକ ସଫଳ ସମାଧାନ ନିର୍ଦ୍ଧାରଣ
କରିବା ପ୍ରକ୍ରିୟାକୁ ସଂଶ୍ଳେଷଣ କୁହାଯାଏ।• Synthesis means combining the elements to get something new.
Leads from:
Unknown to known, Conclusion to hypothesis,
Abstract to concrete, Complex to simple
Leads from:
Known to unknown,
Hypothesis to conclusion,
Concrete to abstract, Simple to complex.
Method: A method of discovery and thought. A psychological method. Method: A method for the presentation of
discovered facts. A logical method.
Time: Lengthy, laborious and time consuming Time: Short, concise and elegant.
Learning: Encourages meaningful learning Learning: Encourages rote learning
Encourages: Encourages originality of thinking and
reasoning.
Encourages: Encourages memory work
Thinking: Process of thinking Thinking: Product of thinking
Participation: Active participation of the learner. Participation: Learner is a passive listener.
Sequence: Valid reasons to justifly every step in the
sequence.
Sequence: No justification for every step in the sequence.