Math and Reasoning Mix Questions

101. The cost of 5 mangoes is equal to the cost of 20 oranges. If the total cost of 2 mangoes and 10 oranges is ₹22.50, find the cost of one orange.

  • A) ₹ 1.20
  • B) ₹ 1.25
  • C) ₹ 1.30
  • D) ₹ 1.36



Ans: B) ₹ 1.25

Solution-: The cost of 5 mangoes is equal to the cost of 20 oranges.
5 Mangos = 20 Oranges
1 Mango = 4 Oranges
Mango/Orange = 4/1 cp
2 mangoes cp = 4 × 2 = 8
10 oranges cp = 10 × 1 = 10
10 + 8 units = Rs. 22.50
1 unit = 22.50/18 =Rs. 1.25

102. Sum of squares of two numbers is 145. If square root of one number is 3, find the other number.

  • A) 136
  • B) 9
  • C) 64
  • D) 8



Ans: D) 8

Solution-: √a= 3 => a = 9 and a² = 81
a² + b² = 145
81 + b² = 145
b² = 64 => b = 8


103. A dice is thrown, what is the probability that the number obtained is a prime number.

  • A) 1/6
  • B) 1/8
  • C) 1/3
  • D) 1/2



Ans:D) ½
Solution :
Prime numbers in a dice are 2,3,5
ଘଟଣା ସପକ୍ଷରେ ଥିବା ଫଳାଫଳ ସଂଖ୍ୟା n(E) = 3
ସମ୍ଭାବନ ଥିବା ମୋଟ ଫଳାଫଳ ସଂଖ୍ୟା n(S) = 6
p(E) = ଘଟଣା ସପକ୍ଷରେ ଥିବା ଫଳାଫଳ ସଂଖ୍ୟା n(E)/ ସମ୍ଭାବନ ଥିବା ମୋଟ ଫଳାଫଳ ସଂଖ୍ୟା n(S)
p(E) = 3/6 = ½



104. Calculate the probability of getting an odd number if a dice is rolled.

  • A) 1/6
  • B) 1/8
  • C) 1/3
  • D) 1/2



Ans:D) ½
Solution -:
Sample space (S) = {1, 2, 3, 4, 5, 6}
n(S) = 6
Let “E” be the event of getting an odd number, E = {1, 3, 5}
n(E) = 3
So, the Probability of getting an odd number is:
P(E) = (Number of outcomes favorable)/(Total number of outcomes)
p(E) = n(E)/n(S) = 3/6 = ½



105. ଜଣେ ଲୋକ ତାହାର 400 ଓ 441 ବର୍ଗ ମିଟରର ଦୁଇଟି ବର୍ଗାକାର ଜମି ବଦଳରେ ଗୋଟିଏ ବର୍ଗାକାର ଜମି କିଣିଲା । ଏଥିରେ ବାଡ ଦେବା ଖର୍ଚ୍ଚ ମିଟର ପ୍ରତି 5 ଟଙ୍କା ହିସାବରେ କେତେ ଖର୍ଚ୍ଚ ହେବ ?

  • A) 560
  • B) 580
  • C) 540
  • D) 500



Ans:B) 580
Solution -:
ଦୁଇଟି ବର୍ଗାକାର ଜମି ବଦଳରେ ଗୋଟିଏ ବର୍ଗାକାର ଜମି କିଣିଲା ୪୦୦ + ୪୪୧ = ୮୪୧‌ ।
ଗୋଟିଏ ବଡ ବର୍ଗ କ୍ଷେତ୍ରର ବାହୁ = ୨୯ ଓ ଏହାର ପରିସିମା = ୨୯ × ୪ = ୧୧୬ ।.°. ୧୧୬ × ୫ = ୫୮୦




106. How many hours is 20% of 40% of 4 hours and 20 minutes?

  • A) 13/6 hours
  • B) 26/75 hours
  • C) 13 hours
  • D) None of these



Ans:B) 26/75 hours
Solution -:
4 hours 20 minutes = 4 + 20/60 hrs
4 + 20/60 hrs × ⅕ × ⅖ = 26/75 Answer




107. ନବଘନ 10% ହାରରେ ବ୍ୟାଙ୍କରୁ 10,000 ଟଙ୍କା କରଜ କରି 13% ହାରରେ ଦୁଇଜଣ ଲୋକଙ୍କୁ କରଜ ଦେଲା । 5 ବର୍ଷ ଶେଷରେ ସେଥୁରୁ ତା’ର ବ୍ୟାଙ୍କ ଋଣ ପରିଶୋଧ କରି କେତେ ଟଙ୍କା ଲାଭ ପାଇବ ?

  • A) 1200 ଟ.
  • B) 1500 ଟ.
  • C) 2100 ଟ.
  • D) 2500 ଟ.



Ans:B) 1500 ଟ.
Solution -:
10,000 ଟଙ୍କାର 10% ହାରରେ 5ବର୍ଷର ସୁଧ = 5000
10,000 ଟଙ୍କାର 13% ହାରରେ 5ବର୍ଷର ସୁଧ = 6500
.°. ତା’ର ବ୍ୟାଙ୍କ ଋଣ ପରିଶୋଧ କରି 1500 ଟଙ୍କା ଲାଭ ପାଇବ ।



108. If the difference between compound interest and simple interest on certain money at 5% per annum in 2 years is Rs. 5, what is amount of the principal?
ବାର୍ଷିକ ଶତକଡା 5% ହାର ସୁଧରେ 2 ବର୍ଷରେ କୌଣସି ମୂଳଧନର ସରଳ ସୁଧ ଓ ଚକ୍ରବୃଦ୍ଧି ସୁଧ ମଧ୍ୟରେ ପାର୍ଥକ୍ୟ ଯଦି ଟ.5 ହୁଏ, ମୂଳଧନର ପରିମାଣ କେତେ ହେବ ?

  • A) 2000 ଟ.
  • B) 1500 ଟ.
  • C) 2100 ଟ.
  • D) 2500 ଟ.



Ans:A) 2000 ଟ.
Solution -:
Difference = p(r/100
5 = p(5/100
5 = p × 25/10000
5 = p/400
.°. p = 400 × 5 = 2000



109. ଶତକଡା 10 ଟଙ୍କା ହାରରେ 3 ବର୍ଷରେ କୌଣସି ମୂଳଧନର ସରଳ ସୁଧ ଏବଂ ଚକ୍ରବୃଦ୍ଧି ସୁଧ ମଧ୍ୟରେ ପାର୍ଥକ୍ୟ 93 ଟଙ୍କା ଅଟେ। ସେହି ମୂଳଧନର ପରିମାଣ କେତେ ?

  • A) 2000 ଟ.
  • B) 1500 ଟ.
  • C) 3000 ଟ.
  • D) 2500 ଟ.



Ans:C) 3000 ଟ.
Solution -:
Difference = p(r/100)² × (r/100 + 3)
93 = p(10/100)² × 10/100 + 3
93 = p × 100/10000 × 310/100
93 = p × 1/100 × 310/100
93 = p × 31/1000
.°. p = 93 × 1000/31 = 3000



ଜଣେ ଦୋକାନୀ ଦୁଇଟି ଜିନିଷକୁ ସମାନ ଟଙ୍କାରେ ବିକ୍ରିକରି ଗୋଟିକରେ 20% ଲାଭ ପାଇଲା ଓ ଅନ୍ୟଟିରେ 20% କ୍ଷତି ସହିଲା । ମୋଟ ଉପରେ ତା’ର ଶତକଡା କେତେ ଲାଭ ବା କ୍ଷତି ହେଲା ?

  • A) ୪% କ୍ଷତି
  • B) ୨% କ୍ଷତି
  • C) ୪% ଲାଭ
  • D) ଲାଭ ନୁହେଁ କି କ୍ଷତି ନୁହେଁ



Ans: A) ୪% କ୍ଷତି
Solution -: ମନେକର ପ୍ରଥମ ଜିନିଷ SP:Rs.24, Profit: 20%, CP = Rs.20

ମନେକର ଦ୍ୱିତୀୟ ଜିନିଷ SP: Rs.24, Loss: 20%, CP: Rs.30
Total SP = 24 + 24 = Rs. 48
Total CP = 20 + 30 = Rs.50
Overall Loss = Rs. 2.
.°. 2/50 × 100 = 4% Loss.
:- OR -:
Loss% = /100



111. ଜଣେ କଲମ ଦୋକାନୀ କଲମ ପ୍ରତି ଟ. 50 ହିସାବରେ 50 ଟି କଲମ କିଣିଲା । ସେଥ୍ ମଧ୍ୟରୁ 40 ଟି କଲମକୁ 5% କ୍ଷତିରେ ବିକ୍ରିକଲା । ତେବେ ଅବଶିଷ୍ଟ କଲମ ଗୁଡିକୁ ସେ କେତେ ଶତକଡା ଲାଭରେ ବିକ୍ରିକଲେ ତା’ର ମୋଟ ଉପରେ 10% ଲାଭ ହେବ?

  • A) 20%
  • B) 15%
  • C) 45%
  • D) 70%



Ans: D) 70%
Solution -: 50 ଟି କଲମର କ୍ରୟମୁଲ୍ୟ 50 × 50 = 2500 (CP)
ତା’ର ମୋଟ ଉପରେ 10% ଲାଭ ହେବ => 2500ର 10% profit = 2750
40ଟି କଲମକୁ 5% କ୍ଷତିରେ ବିକ୍ରି କଲା 40 × 47.50 = 1900 (SP)
ଅବଶିଷ୍ଟ 10 କଲମ ପାଇଁ କ୍ରୟମୁଲ୍ୟ 10 × 50 = 500
ଅବଶିଷ୍ଟ 10 କଲମ ପାଇଁ ବିକ୍ରୟ ମୁଲ୍ୟ ହେବ 2750 – 1900 = 850
ଲାଭ = 850 – 500 = 350
ଶତକଡା ଲାଭ = 350/500 × 100 = 70%



112. ଜଣେ ଅସାଧୁ ବ୍ୟବସାୟୀ ଭୁଲ୍ ଓଜନ ବ୍ୟବହାର କରି ଉଭୟ କ୍ରୟମୂଲ୍ୟ ଓ ବିକ୍ରୟ ମୂଲ୍ୟ ଉପରେ 20% ଲେଖାଏଁ ଲାଭ କରେ । ତେବେ ତା’ର ମୋଟରେ ଶତକଡା କେତେ ଲାଭ ହୁଏ ?

  • A) 20%
  • B) 44%
  • C) 45%
  • D) 35%



Ans: B) 44%
Solution -:
Increase % = x + y + x × y/100
20 + 20 + 20 × 20/100 = 44%



113. A 400 metres long train takes 30 seconds to pass a man who is going in the same direction at the speed of 4 km/hr. find the speed of train.

  • A) 52 km/hr
  • B) 40 km/hr
  • C) 48 km/hr
  • D) 60 km/hr



Ans: A) 52 km/hr
Solution -:
Relative Speed = 400 ÷ 30 = 40/3 m/s
40/3 m/s × 18/5 = 48 km/hr
Speed of train is x km/hr
Speed of man 4 km/hr
When two objects move in the same direction, then Relative Speed = S1 – S2
Relative Speed = x – 4 km/hr = 48 km/hr
x = 48 + 4 = 52 km/hr
OR

Train Length = 400 m
Speed of train = x km/hr
Speed of man = 4 km/hr
Relative speed = x-4 km/hr
Distance = Speed × Time
400 m = x-4 km/hr × 30 sec
x-4 km/hr = 40/3 m/s × 18/5 = 720 ÷ 15 = 48 km/hr
x-4 km/hr = 48 km/hr => x = 52 km/hr



114. 65 ଟି ଆଇଟମର ବିକ୍ରୟ ମୂଲ୍ୟ y ଆଇଟମଗୁଡିକର କ୍ରୟ ମୂଲ୍ୟ ସହିତ ସମାନ ଏବଂ କ୍ଷତି ହାର ହେଉଛି 9 3/13 % । Y ର ମୂଲ୍ୟ ଖୋଜ?

  • A) 55
  • B) 63
  • C) 59
  • D) 60



Ans: C) 59
Solution-:
SP × 65 = CP × Y
SP/CP = Y/65
loss = CP – SP
65 – Y
Loss % = 65-Y/65 = 120/13 × 100

115. A starts walking at 4 kmph and after 4 hours, B starts cycling from the same point as that of A, in the same direction at 10 kmph. After how much distance from the starting point will B catch up with A (Correct to two decimal places)?

  • A) 25.67 km
  • B) 23.67 km
  • C) 26.67 km
  • D) 24.67 km



Ans: C) 26.67 km
Solution-:
A starts walking at 4 kmph × 4 hours = 16 km
Time taken by B to catch up with A = Distance traveled by A/Relative Speed
16/10-4 = 8/3 hrs
Distance = speed × time => 10km/hr × 8/3hrs = 80÷3= 26.67 km

116. ପାଇପ୍ A ଏବଂ B ଯଥାକ୍ରମେ 12 ମିନିଟ୍ 15 ମିନିଟରେ ଏକ ଟ୍ୟାଙ୍କ ପୂରଣ କରିପାରିବେ । ଟ୍ୟାଙ୍କଟି ପୂର୍ଣ ହେଲେ ପାଇପ C ଦ୍ବାରା x ମିନିଟରେ ଖାଲି ହୋଇପାରେ । ଯେତେବେଳେ ସମସ୍ତ ତିନୋଟି ପାଇପ୍ ଏକାସାଙ୍ଗରେ ଖୋଲାଯାଏ, ଟାଙ୍କି 10 ମିନିଟରେ ପୂର୍ଣ୍ଣ ହୁଏ । X ର ମୂଲ୍ୟ ହେଉଛି ?

  • A) 25
  • B) 23
  • C) 20
  • D) 15



Ans: C) 20
Solution-:
ପାଇପ୍ A ଏବଂ B ଯଥାକ୍ରମେ 12 ମିନିଟ୍ 15 ମିନିଟରେ ଏକ ଟ୍ୟାଙ୍କ ପୂରଣ କରିପାରିବେ ।
ପାଇପ୍ A – 1 min ରେ 1/12 unit per minute କାମ କରେ।
ପାଇପ୍ B – 1 min ରେ 1/15 unit per minute କାମ କରେ।
ପାଇପ୍ C – 1 min ରେ 1/x unit per minute ପାଣି ବାହାର କରେ ।

ଯେତେବେଳେ ସମସ୍ତ ତିନୋଟି ପାଇପ୍ ଏକାସାଙ୍ଗରେ ଖୋଲାଯାଏ, ଟାଙ୍କି 10 ମିନିଟରେ ପୂର୍ଣ୍ଣ ହୁଏ ।
1/12 + 1/151/x = 1/10
1/x = 3/60
.°. x = 20

117. Selling a toy at Rs.30/- makes a profit which is twice the loss made by selling at Rs.18/-. What is the price of the toy?

  • A) 25
  • B) 22
  • C) 20
  • D) 15



Ans: B) 22
Solution-:
SP = CP + Profit
SP = CP – Loss
Selling a toy at Rs.30/- makes a profit which is twice the loss made by selling at Rs.18/-.
Profit = 2 × Loss
SP – CP = 2 × (CP – SP)
Let the CP be x.
30 – x = 2 × (x – 18)
30 – x = 2x – 36
3x = 66 => x = 22