Nutrition and Deficiency Diseases
★ ରୋଗର ଇଁରାଜୀ ଶବ୍ଦ ଦୁଇଟି ଲାଟିନ ଭାଷାରୁ ଆନୀତ;ଯଥା:-Dis(ବିଚ୍ୟୁତି),ease(ସୁସ୍ଥତା) ।
ଶ୍ଵେତସାର:- ଭାତ, ରୁଟି, ଆଳୁ, ଚୁଡ଼ା, ମକା, ସୁଜି, ଗାଜର, କଦଳୀ ଆଦି ପାଟିକୁ ମିଠା ଲାଗୁଥିବା ଖାଦ୍ୟରେ ଅଧିକ ପରିମାଣରେ ଶ୍ଵେତସାର ଥାଏ । ଏହି ଜାତୀୟ ଖାଦ୍ୟ ଆମର ଶରୀର ଗଠନରେ ସାହାଯ୍ୟ କରେ ।
ଶ୍ଵେତସାରର ମୂଳ ଉପାଦାନ ଅଙ୍ଗାରକ, ଉଦ୍ଜାନ ଓ ଅମ୍ଳଜାନ ।Ex.Glucose – C6H12O6। ଏହା ତିନିଭାଗରେ ବିଭକ୍ତ ; ଯଥା :- ମୋନୋସାକାରାଇଡ୍ସ୍, ଡାଇସାକାରାଇଡ୍ସ୍, ପଲିସାକାରାଇଡସ୍।
Monosaccharides | ||
---|---|---|
Glucose | ଫ୍ରୁକ୍ଟୋଜ | ଗାଲାକ୍ଟୋଜ |
Disaccharides | ||
ଲାକ୍ଟୋଜ | ମାଲ୍ଟୋଜ | ସୁକ୍ରୋଜ |
Polysaccharides | ||
ଷ୍ଟାର୍ଚ୍ଚ | ସେଲ୍ୟୁଲଜ | ଗ୍ଲାଇକୋଜେନ୍ |
ସ୍ନେହସାର:- ତେଲ ଓ ଘିଅଜାତୀୟ ଖାଦ୍ୟ ଦ୍ରବ୍ୟକୁ ସ୍ନେହସାର ଜାତୀୟ ଖାଦ୍ୟ କୁହାଯାଏ।ତେଲ, ଘିଅ, ଚର୍ବି, ଲହୁଣି, ଅଣ୍ଡାର କେଶର ଇତ୍ୟାଦିରେ ସ୍ନେହସାର ଅଧିକ ପରିମାଣରେ ଅଛି । ଏହି ଜାତୀୟ ଖାଦ୍ୟ ଆମ ଶରୀରକୁ ଅଧିକ ଶକ୍ତି ଯୋଗାଇଥାଏ ।
ପୁଷ୍ଟିସାର:-ଡାଲି, ମଟର, ବୁଟ, ଶିମ୍ବ, ସୋୟାବିନ୍, ମାଛ, ମାଂସ, ଅଣ୍ଡା, କ୍ଷୀର ଓ ଛେନାରେ ଅଧିକ ପରିମାଣରେ ପୁଷ୍ଟିସାର ଥାଏ । ଏହି ଜାତୀୟ ଖାଦ୍ୟ ଶରୀରର ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରେ; ସ୍ନାୟୁ,ଚର୍ମ, ବାଳ ଓ ନଖ ଗଠନରେ ସାହାଯ୍ୟ କରେ ।
ଜୀବସାର:-ଶାଗ, ତଟକା ପନିପରିବା, କ୍ଷୀର, କଲିଜା, ମାଛ, ଅଣ୍ଡା, ଗଜାମୁଗ, ପିଜୁଳି, ଲେମ୍ବୁ, କରମଙ୍ଗା,ଜାମୁକୋଳି, କଞ୍ଚାଲଙ୍କା,ଗାଜର, ଅଁଳା ଆଦିରେ ଜୀବସାର ଅଧିକ ପରିମାଣରେ ଥାଏ । ଏହି ଜାତୀୟ ଖାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।
ଶ୍ୱେତସାର,ପୁଷ୍ଟିସାର ଓ ସ୍ନେହସାର ଅଭାବରେ ଅପପୁଷ୍ଟି ରୋଗ ହୋଇଥାଏ। ରୋଗର କାରଣ ଓ ଲକ୍ଷଣକୁ ନେଇ ଅପପୁଷ୍ଟି ରୋଗକୁ ୨ ଭାଗରେ ବିଭକ୍ତ କରାଯାଏ।
- 彡 Deficiency diseases and their symptoms:-
- Nutrient: Protein(ପୁଷ୍ଟିସାର)
- Food source: Fish, meat,egg, milk, peas(ମଟର)
- Deficiency disease :Kwashiorkar (children from 1-5 age)
- ପୁଷ୍ଟିସାର କମ ହେଲେ ଶିଶୁକୁ ଏହି ରୋଗ ହୁଏ।
- Symptoms: retarded growth,potbelly, swollen limbs
- 彡 Deficiency diseases and their symptoms:-
- Nutrient: Protein ଓ ଶ୍ୱେତସାର
- Food source:-
ପୁଷ୍ଟିସାର :Fish, meat,egg, milk,peas
ଶ୍ୱେତସାର: ଯକୃତ,ମାଂସ, କ୍ଷୀର, ଚାଉଳ,ଗହମ,ମକା,ଆଳୁ,ସାରୁ। - Deficiency disease :Marasmus (children below 1 year of age)
- ମା’ କ୍ଷୀର ଖାଇବାରୁ ବଞ୍ଚିତ ହୋଇ ଡବାକ୍ଷୀର କିମ୍ବା ଅଧିକ ଜଳମିଶା ଗାଈ କ୍ଷୀର ବା ମଇଁଷି କ୍ଷୀର ଖାଉଥିବା ଶିଶୁ ଏହି ରୋଗ ଭୋଗିବାର ସମ୍ଭାବନା ଅଧିକ।
- Symptoms: Thin limbs,weak appearance,
enlarged head, loss of
weight, retarded
physical and mental
growth.
VITAMIN
Definition: Vitamins are those Organic Substances that maintain the normal
structure and function of cells
Vitamins are not synthesised by human body, that is why they are taken in food from external source ( plants, animals ).
Classification:-
1) Fat soluble Vitamins : Vitamin A, D,E, K are fat soluble vitamins . They are hydrophobic in nature and are stored in liver.These are not excreted out from body, so excessive intake can cause
toxic effect which is called Hypervitaminosis.
2) Water soluble Vitamins : Vitamin B Complex and Vitamin C are water soluble Vitamins .These are not stored in the body , therefore they are required daily in small quantity.
କାର୍ଯ: ଖାଦ୍ୟଭାବ ଜନିତ ଅଭାବକୁ ପୂରଣ କରିବା।
- 彡 Deficiency disease and their symptoms:-
- Nutrients: Vitamin A(Retinol)
- Food source: Fish liver oil, egg, milk, ghee,butter, carrot, corn,yellow fruits, greens.
- Deficiency disease:Night blindness
- Symptoms: Defective vision, blindness in dimlight
- 彡 Deficiency disease and their symptoms:-
- Nutrients: Vitamin B
- Food source: Fish
- Deficiency disease: Beri-
beri - Symptoms: Unhealthy nerve, muscle fatigue
- 彡 Deficiency disease and their symptoms:-
- Nutrients: Vitamin C(Ascorbic Acid)
- ପ୍ରାଣିଜ ଖାଦ୍ୟଦ୍ରବ୍ୟରେ ଭିଟାମିନ୍ C ନ ଥାଏ।
- Food source: Orange,lemon, gooseberry,greenchillies,tomato,ପନିପରିବା,ପିଜୁଳି,କରମଙ୍ଗା,ଆମ୍ବ,ଅଁଳା,ପାଳଙ୍ଗ ଓ ଧନିଆପତ୍ର।
- Deficiency disease:Scurvy
- Symptoms: Bleeding gums
- ଭିଟାମିନ C ଅଭାବ ହେଲେ ଘା ଚଞ୍ଚଳ ଶୁଖେ ନାହିଁ।ଦାନ୍ତ,ମାଢି ଫୁଲି ରକ୍ତ ବାହାରେ।
- 彡 Deficiency disease and their symptoms:-
- Nutrition: Vitamin D(Calciferol)
- ଏହା ହାଡ ଓ ଦାନ୍ତକୁ ଶକ୍ତ ରଖେ।
- Food source: Fish-liver oil, milk, egg. It is also synthesised by the skin with the help of sunlight,
ମାଛତେଲ,କଲିଜା,କ୍ଷୀର,ଲହୁଣୀ। - Deficiency disease:Rickets ଓ ଅଷ୍ଟିଓମାଲାସିଆ
- ରିକେଟସ୍ ସାଧାରଣତଃ ପିଲାମାନଙ୍କଠାରେ ଓ ଅଷ୍ଟିଓମାଲେସିଆ ବୟସ୍କମାନଙ୍କ ଠାରେ ଦେଖାଯାଏ।
- Symptoms: Weak and bow bones
- 彡 Deficiency disease and their symptoms:-
- Nutrition: (Antioxidant ageing) Vitamin E(Tocopherol)
- Food source: Vegetable oils, green
vegetables, whole wheat, Mango,Apple, Greens - Deficiency disease: Infertility
- Symptoms: Sterility and reduction of immunity
- 彡 Deficiency disease and their symptoms:-
- Nutrition: Vitamin K(Phylloquinone)
- Food source: Greenvegetables,Tomato, Cabbage, Egg, Milk and milkproducts,
ପୋଇ,ମେଥି,ସଜନା,ଅଣ୍ଡାକେଶର ଓ ଦହି। - Deficiency disease: Hemorrhage
(blood does not clot) - Symptoms: Loss of excessive blood
even for a small wound
✱ ରୋଗର ଜୈବିକ କାରକ (biological agents) ଜୀବାଣୁ, ଭୂତାଣୁ, ପରଜୀବୀ, କବକ ।
ଜୀବାଣୁ ଜନିତ:କଲେରା, ଆମାଶୟ, ଡିପ୍ଥେରିଆ, ହୁପିଙ୍ଗକାଶ, ଧନୁଷ୍ଟଙ୍କାର, ଯକ୍ଷ୍ମା, କୁଷ୍ଠ, ଟାଇଫଏଡ୍, ଆନ୍ଥ୍ରାକ୍ସ ସିଫିଲିସ୍, ଗନେରିଆ ।
ଭୂତାଣୁ ଜନିତ : ସର୍ଦ୍ଦିଜ୍ୱର, ଇନ୍ଫ୍ଲୁଏନ୍, ଡେଙ୍ଗୁ, ହାଡଫୁଟି, ମିଳିମିଳା, ପୋଲିଓ, ଜଳାତଙ୍କ, ଟ୍ରାକୋମା, ଯକୃତପ୍ରଦାହ, ଗାଲୁଆ, ବସନ୍ତ, ଏଡ୍ସ୍, Covid |
ପରଜୀବୀ ଜନିତ : ଆମୋବାୟୋସିସ୍, ଜିଆର୍ଡିଆ, ମାଲେରିଆ, ଫାଲେରିଆସିସ୍, କାଲାଜ୍ଵର, ଆସ୍କାରିଆସିସ୍, ଆଙ୍କିଲୋଷ୍ଟୋମିଆସିସ୍, ଏଣ୍ଟେରୋବାୟୋସିସ୍ ।
କବକ ଜନିତ : ଯାଦୁ, କାଣ୍ଡିଡାସିସ୍ ।
✹ ଜୀବନ୍ତ ରୋଗ ସଂଚାରକ କୀଟପତଙ୍ଗ ଦ୍ଵାରା:ମ୍ୟାଲେରିଆ,ଫାଇଲେରିଆ,ଡେଙ୍ଗୁ, କାଲାଜ୍ୱର ଓ ପ୍ଲେଗ୍ ।
ମାଈ ଆନୋଫିଲିସ୍ ମଶା | ମ୍ୟାଲେରିଆ |
କ୍ୟୁଲେକ୍ସ ମଶା | ଫାଇଲେରିଆ |
ଏଡ଼ିସ୍ ମଶା | ଡେଙ୍ଗୁ |
ମହୁମାଛି | କାଲାଜ୍ୱର |
ରାଟ୍ ଫ୍ଲି | ପ୍ଲେଗ |
1. କେଉଁଟିରେ ଆମିନୋ ଅମ୍ଳ ମୁଖ୍ୟ ଉପାଦାନ ଅଟେ ?
- (A) ପୁଷ୍ଟିସାର
- (B) ସ୍ନେହସାର
- (C) ଧାତୁସାର
- (D) ଶ୍ଵେତସାର
(A) ପୁଷ୍ଟିସାର
2.ଆମ ଦେହରେ ଥିବା ଚର୍ବିରେ କାହାର ପରିମାଣ ବେଶୀ ?
- (A) ଟ୍ରାଇଗ୍ଲିସେରାଇଡ୍ସ୍
- (B) ଫସ୍ଫୋଲିପିଡ଼ସ୍
- (C) ଷ୍ଟିରଏଡ୍
- (D) କୋଲେଷ୍ଟିରଲ୍
Ans: (A) ଟ୍ରାଇଗ୍ଲିସେରାଇଡ୍ସ୍
3.କେଉଁଟି ଭିନ୍ନ ଶ୍ରେଣୀ ଭୁକ୍ତ ?
- (A) ପେଲାଗ୍ରା
- (B) କ୍ବାସିଓର୍କର୍
- (C) ବେରିବେରି
- (D) ସ୍କର୍ଭି
Ans: (B) କ୍ବାସିଓର୍କର୍
• ପୁଷ୍ଟିସାର ଅଭାବରୁ କ୍ବାସିଓର୍କର୍ ହୋଇଥାଏ।
• Niacin (vitamin B3) ଅଭାବରୁ ପେଲାଗ୍ରା ହୋଇଥାଏ।
• Vitamin B ଓ vitamin C ଅଭାବରୁ ବେରିବେରି ଏବଂ ସ୍କର୍ଭି ରୋଗ ହୋଇଥାଏ।
4. Which microorganism causes malaria in humans ?
- (A) Fungus
- (B) Virus
- (C) Bacteria
- (D) Protozoa
Ans: (D) Protozoa