୩୧. ଉପପଦ- କେଉଁ ଅର୍ଥରେ ଏହା ଅବ୍ୟୟୀଭାବ ସମାସ ହୋଇଛି?
- (A) ଯୋଗ୍ୟତା
- (B) ବିପସା
- (C) ସଦୃଶ୍ୟ
- (D) ସାମୀପ୍ୟ
Ans: (D) ସାମୀପ୍ୟ
୩୨. ‘ପଶୁପକ୍ଷୀ’ – କେଉଁ ସମାସ ?
- (A) ତତ୍ପୁରୁଷ
- (B) ବହୁବ୍ରୀହି
- (C) ଅଲୁକ୍
- (D) ଦ୍ବନ୍ଦ
Ans: (D) ଦ୍ବନ୍ଦ
୩୩. ଶବ୍ଦରେ ପ୍ରତ୍ୟୟ ଲାଗି ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ କ’ଣ କୁହାଯାଏ?
- (A) ସନନ୍ତ
- (B) କାରକ
- (C) କୃଦନ୍ତ
- (D) ତଦ୍ଧିତ
Ans: (D) ତଦ୍ଧିତ
୩୪. ନିମ୍ନ କେଉଁଟି ‘ଶିତାଂଶୁ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ଅଟେ ?
- (A) ଜଳଧର
- (B) ନିଶାକର
- (C) କଳାକାର
- (D) ସୂର୍ଯ୍ୟକିରଣ
Ans: (B) ନିଶାକର
୩୫. ‘ପୌଷ’ ତଦ୍ଧିତାନ୍ତ ଶବ୍ଦଟିରେ ବ୍ୟବହୃତ ହୋଇଥିବା ଶବ୍ଦଟିକୁ ନିର୍ଦ୍ଦେଶ କର।
- (A) ପୁଷା
- (B) ପୌଷ
- (C) ପୁଷ
- (D) ପୁଷ୍ୟ
Ans: (D) ପୁଷ୍ୟ
୩୬. “ଆଖି ଦେବା”- ଉକ୍ତ ରୂଢିର ଅର୍ଥ କ’ଣ?
- (A) ଜାଗ୍ରତ କରାଇବା
- (B) ଆଖ୍ ଦେଖାଇବା
- (C) ଅନ୍ୟ ଉପରେ ନଜର ରଖ୍
- (D) ବିଷଦୃଷ୍ଟି ଦେବା
Ans: (D) ବିଷଦୃଷ୍ଟି ଦେବା
୩୭. “ଆୟୁଷ୍ମାନ” – ଉକ୍ତ ତଦ୍ଧିତ ଶବ୍ଦର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ କର।
- (A) ଆୟୁ+ଷାନ
- (B) ଆୟୁ+ମାନ
- (C) ଆୟୁଃ+ମତ୍
- (D) ଆୟୁ+ଆନ୍
Ans: (C) ଆୟୁଃ+ମତ୍
୩୮. ‘ଯୁବତୀ ଜାୟା ଯାହାର’ – ବିଗ୍ରହ ବାକ୍ୟଟିର ସମସ୍ତ ପଦଟି କ’ଣ ହେବ ?
- (A) ଯୁବଜାୟା
- (B) ଯୁବଜାନୀ
- (C) ଯୁବଜାନି
- (D) ଯୁବାଜାୟା
Ans: (C) ଯୁବଜାନି