Touch Right Options to get right answer.

୩୧. ଉପପଦ- କେଉଁ ଅର୍ଥରେ ଏହା ଅବ୍ୟୟୀଭାବ ସମାସ ହୋଇଛି?

A) ଯୋଗ୍ୟତା

B) ବିପସା

C) ସଦୃଶ୍ୟ

D) ସାମୀପ୍ଯ

୩୨. ‘ପଶୁପକ୍ଷୀ’ – କେଉଁ ସମାସ ?

A) ତତ୍‌ପୁରୁଷ

B) ବହୁବ୍ରୀହି

C) ଅଲୁକ୍

D) ଦ୍ବନ୍ଦ

୩୩. ଶବ୍ଦରେ ପ୍ରତ୍ୟୟ ଲାଗି ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ କ’ଣ କୁହାଯାଏ?

A) ସନନ୍ତ

B) କାରକ

C)_କୃଦନ୍ତ

D) ତଦ୍ଧିତ

୩୪. ନିମ୍ନ କେଉଁଟି ‘ଶିତାଂଶୁ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ଅଟେ ?

A) ଜଳଧର

B) ନିଶାକର

C) କଳାକାର

D) ସୂର୍ଯ୍ୟକିରଣ

୩୫.’ପୌଷ’ ତଦ୍ଧିତାନ୍ତ ଶବ୍ଦଟିରେ ବ୍ୟବହୃତ ହୋଇଥ‌ିବା ଶବ୍ଦଟିକୁ ନିର୍ଦ୍ଦେଶ କର।

A) ପୁଷା

B) ପୌଷ

C) ପୁଷ

D) ପୁଷ୍ୟ

୩୬.”ଆଖି ଦେବା”- ଉକ୍ତ ରୂଢିର ଅର୍ଥ କ’ଣ?

A) ଜାଗ୍ରତ କରାଇବା

B) ଆଖ୍ ଦେଖାଇବା

C)ଅନ୍ୟ ଉପରେ ନଜର ରଖ୍

D) ବିଷଦୃଷ୍ଟି ଦେବା

୩୭.”ଆୟୁଷ୍ମାନ” – ଉକ୍ତ ତଦ୍ଧିତ ଶବ୍ଦର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ କର।

A) ଆୟୁ+ଷାନ

B) ଆୟୁ+ମାନ

C) ଆୟୁଃ+ମତ୍

D)_ଆୟୁ+ଆନ୍

୩୮. ‘ଯୁବତୀ ଜାୟା ଯାହାର’ – ବିଗ୍ରହ ବାକ୍ୟଟିର ସମସ୍ତ ପଦଟି କ’ଣ ହେବ ?

  • (A) ଯୁବଜାୟା
  • (B) ଯୁବଜାନୀ
  • (C) ଯୁବଜାନି
  • (D) ଯୁବାଜାୟା



Ans: (C) ଯୁବଜାନି